ଭୋକ ବିକଳରେ ହାତୀ ମାଂସ ଖାଇବ ଜିମ୍ବାୱେ । ଜଙ୍ଗଲରୁ ୨ଶହଟି ହାତୀ ଶିକାର କରି ସେମାନଙ୍କ ମାଂସକୁ କ୍ଷୁଧାର୍ଥଙ୍କ ମଧ୍ୟରେ ବାଣ୍ଟିବ । ବିଭିନ୍ନ ଦକ୍ଷିଣ ଆଫ୍ରିକୀୟ ଦେଶରେ ମରୁଡ଼ି ଓ ଖାଦ୍ୟାଭାବ ଗମ୍ଭୀର ରୂପ ଧାରଣ କରିଥିବା ବେଳେ, ପୂର୍ବରୁ ନାମ୍ବିଆ ବି ୭ଶହରୁ ଅଧିକ ବନ୍ୟଜନ୍ତୁ ମାରି ଖାଇବାକୁ ନିଷ୍ପତ୍ତି ନେଇଛି ।..