ଚୀନ୍ ଲଗାଇଲା ୮୪ % ଟାରିଫ୍
Advertisment
ଥମୁନି ଆମେରିକା-ଚୀନ୍ ଟ୍ରେଡ୍ ୱାର। ଆମେରିକା ଉପରେ ୮୪% ଟାରିଫ୍ ଲଗାଇଲା ଚୀନ୍। ଆମେରିକାରୁ ଆମଦାନୀ ସମସ୍ତ ସାମଗ୍ରୀ ଉପରେ ୮୪% ଟାରିଫ୍ ଲଗାଇଛି ଚୀନ।୧୦ ତାରିଖ ଅର୍ଥାତ୍ ଆସନ୍ତାକାଲିଠୁ ଆମେରିକା ଉପରେ ଚୀନର ବର୍ଦ୍ଧିତ ଟାରିଫ୍ ଲାଗୁ ନେଇ ସୂଚନା ମିଳିଛି। ପୂର୍ବରୁ ଆମେରିକା ଉପରେ ୩୪% ଟାରିଫ୍ ଲାଗୁ କରିଥିଲା ଚୀନ୍। ଯାହାଫଳରେ ଗତକାଲି ଆମେରିକା ଚୀନ୍ ଉପରେ ୧୦୪% ଟାରିଫ୍ ଲାଗୁ କରିଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us