ଚାକିରି ଖାଇଦେଲା ବିଲେଇ
Advertisment
ମହିଳାଙ୍କ ଚାକିରି ନେଇଗଲା ବିଲେଇ । କଥାଟା ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲଗୁଥାଇପାରେ । କିନ୍ତୁ ଘଟଣାଟି ପୂରା ସତ, ବିଲେଇଟିର ମେଲ୍ ସେଣ୍ଟ ଫଳରେ ମହିଳାଙ୍କ ଚାକିରି ଚାଲିଯାଇଛି । ଅସାଧାରଣ ଲାଗୁଥିଲେ ମଧ୍ୟ ଏପରି ଘଟିଛି । ଏଭଳି ଘଟଣା ଘଟିଛି ଜଣେ ୨୫ ବର୍ଷୀୟା ମହିଳାଙ୍କ ସହ । ଏହାଦ୍ୱାରା ଜଣେ ବ୍ୟକ୍ତିଙ୍କର ବହୁତ ବଡ଼ କ୍ଷତି ମଧ୍ୟ ହୋଇଛି । ଆସନ୍ତୁ ଜାଣିବା କଣ ଥିଲା ସମ୍ପୂର୍ଣ୍ଣ ଘଟଣା ?
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us