Advertisment

ୟୁନେସ୍କୋରେ ସ୍ଥାନ ପାଇଲା ଗୀତା

#ୟୁନେସ୍କୋରେ_ସ୍ଥାନ_ପାଇଲା_ଗୀତା_ଓ_ନାଟ୍ୟଶାସ୍ତ୍ର ଭାରତୀୟ ସଭ୍ୟତା ଐତିହ୍ୟ ପାଇଁ ଐତିହାସିକ ଦିନ । ଶ୍ରୀମଦ୍ ଭଗବଦ ଗୀତା ଓ ଭରତ ମୁନୀଙ୍କ ଦ୍ବାରା ଚରିତ ନାଟ୍ୟଶାସ୍ତ୍ର ୟୁନେସ୍କୋ ମେମୋରି ଅଫ୍ ୱାର୍ଲଡ ରେଜିଷ୍ଟରରେ ସ୍ଥାନ ପାଇଛି । ଏହା ଦ୍ବାରା ଭାରତର ଶାଶ୍ବତ ଜ୍ଞାନ ଓ କଳାତ୍ମକ ପ୍ରତିଭା ବିଶ୍ବରେ ସମ୍ମାନିତ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ।

Advertisment

#ୟୁନେସ୍କୋରେ_ସ୍ଥାନ_ପାଇଲା_ଗୀତା_ଓ_ନାଟ୍ୟଶାସ୍ତ୍ର 
ଭାରତୀୟ ସଭ୍ୟତା ଐତିହ୍ୟ ପାଇଁ ଐତିହାସିକ ଦିନ । ଶ୍ରୀମଦ୍ ଭଗବଦ ଗୀତା ଓ ଭରତ ମୁନୀଙ୍କ ଦ୍ବାରା ଚରିତ ନାଟ୍ୟଶାସ୍ତ୍ର ୟୁନେସ୍କୋ ମେମୋରି ଅଫ୍ ୱାର୍ଲଡ ରେଜିଷ୍ଟରରେ ସ୍ଥାନ ପାଇଛି । ଏହା ଦ୍ବାରା ଭାରତର ଶାଶ୍ବତ ଜ୍ଞାନ ଓ କଳାତ୍ମକ ପ୍ରତିଭା ବିଶ୍ବରେ ସମ୍ମାନିତ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ।

Advertisment
Unesco
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ