Balochistan
Advertisment
ପାକିସ୍ତାନକୁ ଲାଗିଲା ଶକ୍ତ ଝଟକା । ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଲା ପାକିସ୍ତାନ ! ସ୍ୱାଧୀନ ହେଲା ବଲୁଚିସ୍ତାନ ! ସାମାଜିକ ଗଣମାଧ୍ୟମରେ ଭାଇରାଲ ବେଲୁଚିସ୍ତାନର ସ୍ୱାଧୀନ ମାନଚିତ୍ର ଏବଂ ବେଲୁଚ ପତାକା ଉଡ଼ାଉଥିବା ଲୋକଙ୍କ ଭିଡିଓ । ବୁଧବାର ବାଲୁଚିସ୍ତାନ ନେତା ମୀର ୟାର ବାଲୁଚ୍ ଟ୍ୱିଟ କରିଥିଲେ ଯେ ବେଲୁଚିସ୍ତାନ କେବେବି ପାକିସ୍ତାନର ଅଂଶ ନୁହେଁ ଏବଂ ଭାରତୀୟ ଗଣମାଧ୍ୟମକୁ ବଲୁଚିସ୍ତାନ ଲୋକଙ୍କୁ 'ପାକିସ୍ତାନୀ' ନ କହିବାକୁ ସେ ଅନୁରୋଧ କରିଥିଲେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us