Advertisment

Radiation Leak: ଭାରତର ଏୟାରଷ୍ଟ୍ରାଇକ ପରେ ପାକିସ୍ତାନରେ ପରମାଣୁ ରିଆକ୍ସନ୍ !

ପାକିସ୍ତାନରେ ଭୟଙ୍କର ପରମାଣୁ ରିଆକ୍ସନ୍ ! ଲୋକଙ୍କୁ ଘର ଛାଡ଼ି ପଳାଇଯିବାକୁ ନିର୍ଦ୍ଦେଶ ! ଭାଇରାଲ୍ ହେଉଛି ପାକିସ୍ତାନୀଙ୍କ ଟ୍ୱିଟ୍। ଭାରତ ଉପରେ ଦୋଷ ଲଦିବାକୁ ହେଉଛି ପ୍ରୟାସ ।

Advertisment

ପାକିସ୍ତାନରେ ଭୟଙ୍କର ନ୍ୟୁକ୍ଲିଅର ରିଆକ୍ସନ ହୋଇଥିବାର ଖବର ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ପରିସ୍ଥିତି ଏପରି ହୋଇଛି ଯେ ସାଧାରଣ ଲୋକଙ୍କୁ ଘର ଛାଡ଼ି ଚାଲିଯିବାକୁ ପରାମର୍ଶ ଦିଆଯାଉଛି । ଅନେକ ଦାବି କରୁଛନ୍ତି ଯେ କିରାନା ହିଲ୍ସ, ଯେଉଁଠାରେ ପାକିସ୍ତାନର ପରମାଣୁ ଘାଟି ରହିଛି, ତାହାକୁ ଭାରତ ଦ୍ୱାରା ଟାର୍ଗେଟ କରାଯିବା ପରେ ଏଠାରେ ରେଡିଓଆକ୍ଟିଭ୍ ଲିକେଜ୍ ଆରମ୍ଭ ହୋଇଛି । ଚର୍ଚ୍ଚା ହେଉଛି କାଳେ ଆମେରିକା ତାର ଏକ ବିମାନକୁ ସେଠାକୁ ପଠାଇଛି ଏବଂ ରେଡିଏସନ୍ ତଦନ୍ତ ଚାଲିଛି ।

Advertisment
Pakistan India Pakistan War Nuclear Threat Nuclear Units
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ