neet
ଡାକ୍ତରୀ ପଢ଼ିବା ପାଇଁ ଉତ୍ତୀର୍ଣ୍ଣ ହେଲେ ଡିଡ଼ାଇ ସମ୍ପ୍ରଦାୟର ଚମ୍ପା ରାସବେଦା। ମାଲକାନଗିରି ଆମ୍ରୀ ବେଢା ଅଞ୍ଚଳର ଡିଡ଼ାଇ ସମ୍ପ୍ରଦାୟ ଝିଅ ଚମ୍ପା ରାସ ବେଦା। ବାଲେଶ୍ଵର ରେ ଏକ ଘରୋଇ କୋଚିଂ ସେଣ୍ଟର୍ ରେ କୋଚିଂ ନେଇଥିବା ବେଳେ ଏବେ ନିଟ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)