Mr. Asia Manoj Bihari Das
୬୬ ବର୍ଷ ବୟସରେ ମିଷ୍ଟର ଏସିଆରେ ବ୍ରୋଞ୍ଜ ପଦକ ହାସଲ କଲେ ବାଲେଶ୍ଵର ଶୂନହଟ ଅଞ୍ଚଳର ମନୋଜ ବିହାରୀ ଦାସ। ଚାକିରିରୁ ଅବସର ପରେ ଆରମ୍ଭ କରିଥିଲେ ଜିମ୍ ଏବଂ ଏବେ ସେ ବଡି ବିଲ୍ଡିଂ ପାଇଁ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ଅଛନ୍ତି। ଥାଇଲାଣ୍ଡରେ ଏସିଆନ୍ ବଡି ବିଲ୍ଡିଂ ଚାମ୍ପିଅନସିପ୍ ଦ୍ଵାରା ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ ସେ ବ୍ରୋଞ୍ଜ୍ ପଦକ ହାସଲ କରିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)