Advertisment

ଛି ! ଏଇ ମେଡିକାଲକୁ ଆସିଲେ ରୋଗ ବଢିଯିବ..

ଭାଙ୍ଗି ପଡିଛି ଛାତ, ଦେଖାଯାଉଛି ରଡ୍.. ବିପର୍ଯ୍ୟସ୍ଥ ଅବସ୍ଥାରେ ଚାଲିଛି ରୋଗୀ ସେବା.. ରୋଗୀ ଟିଏ ସୁସ୍ଥ ହେବା ପାଇଁ ତିଆରି ହୋଇଥିଲା ଏହି ସ୍ୱାସ୍ଥ୍ୟକେନ୍ଦ୍ର କିନ୍ତୁ ଆଜି ଏହାର ପରିବେଶ ଦେଖିଲେ ଲାଗେ ଯେମିତି ଭଲ ମଣିଷ ବି ଏଠାକୁ ଆସିଲେ ସଂକ୍ରମଣର ଶିକାର ହୋଇ ଫେରିବ..

Advertisment

ଭାଙ୍ଗି ପଡିଛି ଛାତ, ଦେଖାଯାଉଛି ରଡ୍.. ବିପର୍ଯ୍ୟସ୍ଥ ଅବସ୍ଥାରେ ଚାଲିଛି ରୋଗୀ ସେବା.. ରୋଗୀ ଟିଏ ସୁସ୍ଥ ହେବା ପାଇଁ ତିଆରି ହୋଇଥିଲା ଏହି ସ୍ୱାସ୍ଥ୍ୟକେନ୍ଦ୍ର କିନ୍ତୁ ଆଜି ଏହାର ପରିବେଶ ଦେଖିଲେ ଲାଗେ ଯେମିତି ଭଲ ମଣିଷ ବି ଏଠାକୁ ଆସିଲେ ସଂକ୍ରମଣର ଶିକାର ହୋଇ ଫେରିବ.. ଏକଥା ଆମେ କହୁନୁ..ଏ ଦୃଶ୍ୟ ହି କଥା କହୁଛି..ଦେଖନ୍ତୁ କିଭଳି ମୋବାଇଲ ଫୋନ ଟର୍ଚ୍ଚରେ ଚାଲିଛି ରୋଗୀଙ୍କ ଡ୍ରେସିଂ..କ୍ଷତ ବିଶୋଧନ ରୁମରେ ନାହିଁ ଅଲୋକ..ଏପଟେ ଶୌଚାଳୟର ଅବସ୍ଥା ନ କହିବା ଭଲ.. ଲଟି ମାଡି କବାଟରେ ବସା ବାନ୍ଧିଛନ୍ତି ବିରୁଡି.. ରୋଗୀ ଟିଏ ଆସିଲେ ଶୌଚ ହେବାପାଇଁ ଘୁରିଯାଏ ମୁଣ୍ଡ.. ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଜଣେ ବରିଷ୍ଠ ଡାକ୍ତର କାରରେ ଆସି ଡାକ୍ତରଖାନା ପରିସରରେ ସର୍ବସାଧାରଣରେ ପରିସ୍ରା କରୁଥିବା ଭିଡିଓ ବି ସାମ୍ନାକୁ ଆସିଛି.. ଦର୍ଶକ ବନ୍ଧୁ ଏ ହେଉଛି ଅଳଗୁମ ସ୍ଥିତି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅବସ୍ଥା..

Advertisment
Odisha Satyabadi Health Sector
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ