Jajpur on Alert as Diarrhoea Cases Spread Beyond Single Cluster, Public Fear Mounts
Advertisment
ଯାଜପୁରରେ ଝାଡ଼ାବାନ୍ତି ବ୍ୟାପିଥିବା ବେଳେ ଜିଲ୍ଲାବାସୀ ଭୟଭୀତ ହୋଇ ପଡ଼ିଛନ୍ତି। ତେବେ ଜିଲ୍ଲାର ଗୋଟିଏ କ୍ଲଷ୍ଟରରୁ ନୁହେଁ, ବରଂ ଭିନ୍ନ ଭିନ୍ନ ଅଞ୍ଚଳରୁ ପଜିଟିଭ୍ ବାହାରିଛନ୍ତି। ତେଣୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ସ୍ବତନ୍ତ୍ର ସ୍ବାସ୍ଥ୍ୟ ସଚିବ। ଏଥିସହ ପତଳା ଝାଡ଼ା ହେଲେ ତୁରନ୍ତ ହସ୍ପିଟାଲ୍ ଯିବାକୁ କହିଛନ୍ତି ସ୍ବତନ୍ତ୍ର ସ୍ବାସ୍ଥ୍ୟ ସଚିବ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us