ସ୍ୱାସ୍ଥ୍ୟ Videos ଆମ୍ୱ ଆଣିପାରେ ବଡ଼ ରୋଗ ଜମୁଛି ଗ୍ରୀଷ୍ମ ବଜାର। ମେଲିଲାଣି ଭଳିକି ଭଳି ଆମ୍ୱର ପସରା। କୁହାଯାଏ ଆମ୍ୱ ବିନା ଗ୍ରୀଷ୍ମ ଋତୁ ଅଧୁରା। ଆପଣମାନେ ମଧ୍ୟ ଏହି ଫଳ ମାନଙ୍କ ରାଜାର ସ୍ୱାଦକୁ ଚାଖି ସାରିଥିବେ। କିନ୍ତୁ ଏବେ ଟିକେ ହୋଇଯାଆନ୍ତୁ ସାବଧାନ। କାରଣ ବେଳ ଥାଉ ଥାଉ ସତର୍କ ନହେଲେ ଆପଣଙ୍କୁ ହୋଇପାରେ ବଡ଼ ରୋଗ 12 May 2024 16:18 ISTPallipuspa Samal Follow UsmangoAdvertisment Read More Health Tips