ପୁଣି ନୂଆ ଭାଇରସ୍ ଡର
Advertisment
ମାଡ଼ି ଆସୁଛି ଭୟଙ୍କର ମହାମାରୀ ! ପୁଣି ସେହି ଚୀନ, ସେହି ଉହାନ ଇନଷ୍ଟିଚ୍ୟୁଟ୍ । ବୈଜ୍ଞାନିକଙ୍କ ବଢିଲାଣି ଟେନସନ୍ । ଆଉଥରେ ହେବ କି ଲକଡାଉନ୍ ? ପୁଣିଥରେ ଚୀନରେ ଦେଖାଦେଇଛି ଆଉ ଏକ ଭାଇରସ୍ । ଉହାନ ଇନଷ୍ଟିଚ୍ୟୁଟର ବୈଜ୍ଞାନିକମାନେ କୋଭିଡ୍ -୧୯ ଭଳି ଆଉ ଏକ ଭାଇରସକୁ ଆବିଷ୍କାର କରିଛନ୍ତି । ଏହା ମଧ୍ୟ କୋଭିଡ୍ ଭଳି ପ୍ରଥମେ ବାଦୁଡ଼ିଙ୍କ ଶରୀରରେ ଦେଖାଦେଇଛି । ଫଳରେ ଏହାର ନାଁ ରହିଛି ବାଟ୍ ଭାଇରସ୍ ବା HKU5-CoV-2 । ତେବେ ସବୁଠାରୁ ଚିନ୍ତାଜନକ କଥା ହେଉଛି ଏହି ଭାଇରସର କୋଭିଡ୍-୧୯ ସହିତ ସମାନତା ରହିଛି ଓ ଏହା ମଧ୍ୟ ମଣିଷ ଶରୀରକୁ ସଂକ୍ରମିତ କରିବାର କ୍ଷମତା ରଖିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us