Advertisment

ଚିକେନ ଖାଇଲେ ହେବ ବିରଳ ରୋଗ

ଆପଣ ଚିକେନ ଖାଉଛନ୍ତି କି ? ତେବେ ଏବେ ସତର୍କ ହେବାର ସମୟ ଆସିଛି।

Advertisment

ଆପଣ ଚିକେନ ଖାଉଛନ୍ତି କି ? ତେବେ ଏବେ ସତର୍କ ହେବାର ସମୟ ଆସିଛି। କାରଣ ଏହାକୁ ଖାଇବା ଦ୍ୱାରା ବିରଳ ରୋଗ GBS ବା ଗୁଇଲିନ ବାରେ ସିଣ୍ଡ୍ରୋମ ହେବାର ବଢିଯାଉଚି। ଯାହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢାଇ ଦେଇଛି।

Advertisment

GBS ବିରଳ ଜୀବାଣୁ ଜନିତ ଅଟୋଇମ୍ମ୍ୟୁନ୍ ରୋଗ ରୋଗ ବୋଲି ଜଣାପଡ଼ିଛି। ଏଯାଏଁ ଏହା ଦ୍ୱାରା ୨୬୭ ଆକ୍ରାନ୍ତ ହୋଇଥିବା ବେଳେ ୨୦ ଜଣ ରୋଗୀଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଆଉ ୨୧ ଜଣ ରୋଗୀଙ୍କର ଜୀବନ ଯାଇଛି। ଜୀବାଣୁ ଏବଂ ଭୂତାଣୁକୁ ଏହି ରୋଗର ମୁଖ୍ୟ କାରଣ ଭାବରେ ବିବେଚନା କରାଯାଉଛି। ଯେଉଁଥିରେ, କାମିଲୋବାକ୍ଟର ଦ୍ୱାରା ଏହା ବ୍ୟାପୁଥିବା ଜଣା ପଡିଛି।

Unknown Disease
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ