Brain-Eating Amoeba
Advertisment
ନାକ ପଟେ ପଶୁଛି, ଜୀବନ ନେଉଛି । ବ୍ରେନ ଇଟିଙ୍ଗ୍ ବା ମସ୍ତିଷ୍କ-ଖିଆ ସଂକ୍ରମଣକୁ ନେଇ ବଢ଼ିଲାଣି ଭୟ, ମାସକରେ ମଲେଣି ୬ ଜଣ । କେରଳରେ ଆତଙ୍କ ଖେଳାଇଛି ଏହି ବିରଳ ପ୍ରକାରର ମସ୍ତିଷ୍କ ସଂକ୍ରମଣ । ମସ୍ତିଷ୍କ ଖାଉଥିବା ଏମିବା ସଂକ୍ରମଣରେ ଜଣକ ପରେ ଜଣକର ମୃତ୍ୟୁ ହେଉଛି । ଜାଣନ୍ତୁ ହେଲେ କ'ଣ ଏହି ମସ୍ତିଷ୍କ ଖିଆ ସଂକ୍ରମଣ ? ଏହା କେମିତି ବ୍ୟାପୁଛି ?
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us