ବର୍ଷା ଆରମ୍ଭରୁ ରାଜ୍ୟସାରା ମାଡ଼ିଗଲାଣି ଆଖିଧରା ରୋଗ । ସ୍ଥିତିକୁ ଦେଖି ମାର୍ଗଦର୍ଶିକା ଜାରି କଲା ସ୍ବାସ୍ଥ୍ୟ ବିଭାଗ । ସଂକ୍ରମିତଙ୍କ ରୁମାଲ, ତଉଲିଆ, ଆଇ ଡ୍ରପ୍ ବ୍ୟବହାର ନକରିବାକୁ ପରାମର୍ଶ । ସ୍କୁଲ ପିଲାଙ୍କ ପ୍ରତି ଅଧିକ ଧ୍ୟାନ ଦିଆଯିବାକୁ ଜୋର ।