Advertisment

ପେପର୍‌ କପରେ ଚା’ କି କଫି ପିଉଥିଲେ କ୍ୟାନ୍ସର୍ !

ପେପର୍‌ କପ୍‌ରେ ଆପଣ ଚା’ କିମ୍ବା କଫି ପିଉଥିଲେ ଆଜିଠାରୁ ହୋଇଯାଆନ୍ତୁ ସାବଧାନ। ଏକଥା ଆମେ କହୁନୁ, ଗବେଷକମାନେ ଚମକାଇ ଦେଲା ଭଳି ଏମିତି ମତ ଦେବା ପରେ ସମସ୍ତେ ଭୟଭୀତ ହୋଇ ଯାଇଛନ୍ତି।

Advertisment

ପେପର୍‌ କପ୍‌ରେ ଚା’ ପିଉଛନ୍ତି କି ? ଯଦି ହଁ, ତେବେ ଆଜିଠୁ ହୋଇଯାଆନ୍ତୁ ସାବଧାନ। ଗବେଷଣରୁ ଯେଉଁ ଖବର ଆସିଛି, ତାହା ଆପଣଙ୍କୁ ବିଚଳିତ କରିପାରେ। ଯଦି ପେପର୍‌ କପ୍‌ରେ ଚା’ କିମ୍ବା କଫି ପିଇବା ଅଭ୍ୟାସ ରଖିଛନ୍ତି, ତେବେ ଆପଣଙ୍କୁ ହୋଇପାରେ ଭୟଙ୍କର ମାରାତ୍ମକ ରୋଗ। ଯାହାକୁ ଚିକିତ୍ସା କରିବା ଆଜିର ଦିନରେ ସମ୍ଭବ ନୁହେଁ। ଶେଷରେ ମୃତ୍ୟୁ ହେବା ନିଶ୍ଚିତ। ଜାତୀୟ ଗଣମାଧ୍ୟମରେ ଏମିତି ଚାଞ୍ଚଲ୍ୟକର ଖବର ଆସିବା ପରେ ଆତଙ୍କିତ ହୋଇପଡ଼ିଛନ୍ତି ଦେଶବାସୀ।

Advertisment
Cancer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: