""
ସ୍ୱାସ୍ଥ୍ୟ Videos ଦୁଇ କୋମଳମତି ଶିଶୁଙ୍କୁ ଅନ୍ୟ ଚର୍ମ ଦେଲା ଜୀବନ: ଓଡ଼ିଶାରେ କେବେ ସ୍କିନ ବ୍ୟାଙ୍କ୍ ? ସ୍କିନ୍ ବା ଚର୍ମ ଦେଇପାରେ ନୂଆ ଜୀବନ। ଅନ୍ୟ ଜଣଙ୍କ ଚର୍ମରେ ଜୀବନ ପାଇଲେ ଦୁଇ କୋମଳମତି ଶିଶୁ। ଆଲୋଗ୍ରାଫ୍ଟ ପଦ୍ଧତି ଚିକିତ୍ସାରେ ସଫଳତାକୁ ନେଇ ଚର୍ଚ୍ଚା। ଭୁବନେଶ୍ୱର ଏମ୍ସରେ ହୋଇଛି ସଫଳ ଆଲୋଗ୍ରାଫ୍ଟ ଟ୍ରାନ୍ସପ୍ଲାଣ୍ଟ। 07 Nov 2023 22:12 ISTKausik Mohapatra Follow UsAllogeneic transplant in Bhubaneswar AIIMSAdvertisment Read More Bhubaneswar AIIMS