ଚିକେନ୍‌ କ୍ଷୀର ରସା। ନାଁ ଶୁଣି ଆପଣ ଟିକିଏ ଭାବୁଥିବେ ଇଏ କେମିତିକା ଡିସ୍‌? ଚିକେନ୍‌ରେ ଅଦାରସୁଣ ବଟା ସହ ହଳଦୀଗୁଣ୍ଡ ଦେଇ ଏମିତି କରନ୍ତୁ ଚିକେନ୍‌ କ୍ଷୀର ରସା। ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା...