By: Pallipuspa Samal
Last updated: 15 February 2022, 12:20 PM IST
ଭାରି ସୁଆଦିଆ ଦେଶୀ କୁକୁଡ଼ା ବାଉଁଶ ପୋଡ଼ା। ପଖାଳ ହେଉ କି ଗରମ, କି ରୁଟି ଯାହାକୁ ଲଗାଇ ଖାଇଲେ ବି ଭାରି ଟେଷ୍ଟି । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ସୁଆଦିଆ 'ଦେଶୀ କୁକୁଡ଼ା ବାଉଁଶ ପୋଡ଼ା' । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ