Advertisment

ଘୋଷଯାତ୍ରା ପାଇଁ ରଥଖଳାରେ ଧିରେ ଧିରେ ଦିବ୍ୟ

ନିଜ ହାତର ସ୍ପର୍ଶରେ ରଥକୁ ସୁନ୍ଦରପଣରେ ଭରିବା ପାଇଁ ସିଲେଇ କାମରେ ବ୍ୟସ୍ତ ଅଛନ୍ତି ଦରଜୀ ସେବାୟତ ।

Advertisment

ଘୋଷଯାତ୍ରା ପାଇଁ ରଥଖଳାରେ ଧିରେ ଧିରେ ଦିବ୍ୟ, ଭବ୍ୟ ରୂପ ନେବାରେ ଲାଗିଲେଣି ମହାପ୍ରଭୁଙ୍କ ତିନି ରଥ । ତିନି ରଥ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ରଥ କନା ତିଆରି କାମ ବି ଦ୍ରୁତ ଗତିରେ ଆଗେଇ ଚାଲିଛି । ବତା କାମ ସରିବା ପରେ ଏବେ ଦୂଆର ବେଢ଼ କାମ ଚାଲିିଛି । ନିଜ ହାତର ସ୍ପର୍ଶରେ ରଥକୁ ସୁନ୍ଦରପଣରେ ଭରିବା ପାଇଁ ସିଲେଇ କାମରେ ବ୍ୟସ୍ତ ଅଛନ୍ତି ଦରଜୀ ସେବାୟତ ।

Advertisment
Lord Jagannath Ratha Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ