ଶ୍ରୀକ୍ଷେତ୍ରକୁ ଜଗଛନ୍ତି ଅଷ୍ଟଚଣ୍ଡୀ ବା ଅଷ୍ଟଶକ୍ତି । ସେମାନଙ୍କ ମଧ୍ୟରୁ ଏ ହେଉଛନ୍ତି ସ୍ୱତନ୍ତ୍ର । କାରଣ ଜାଣିଲେ, ଆପଣଙ୍କର ବି ଉତ୍ସୁଖତା ବଢିଯିବ, ମା’ଙ୍କ ସମ୍ପର୍କରେ ଅଧିକ ଜାଣିବା ଲାଗି । ଏହା ହେଉଛି ଶ୍ରୀକ୍ଷେତ୍ରରୁ ସବୁଠାରୁ ରହସ୍ୟମୟ ସ୍ଥାନ । ଦିନ ଥିଲା ଏଠାକୁ ଆସିବାକୁ ଲୋକେ ଡରୁଥିଲେ । ଦର୍ଶକବନ୍ଧୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହି ମଶାଣିରେ ପୂଜା ପାଆନ୍ତି ମା’ ଚଣ୍ଡି । ହେଲେ ଏ ମଶାଣିରେ ଜୁଇ ଜଳେନି ।