""
ଉତ୍ସବ ଅନୁଷ୍ଠାନ Videos ଭୁବନରେ ଶ୍ରୀମନ୍ଦିର ଭିତରେ ଗଜାନନ ଢେଙ୍କାନାଳ ପାଲଟିଛି ଶ୍ରୀକ୍ଷେତ୍ର... ଭୁବନ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଛିଡ଼ା ହୋଇଛି ଶ୍ରୀମନ୍ଦିର । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିର ପରି ଦୃଶ୍ୟମାନ ହେଉଥିବା ଏ ଦେଉଳ ସତରେ କୌଣସି ସତସତିକା ମନ୍ଦିର ନୁହେଁ । 10 Sep 2024 13:02 ISTPallipuspa Samal Follow UsLord GaneshAdvertisment Read More Special Story