""
ଉତ୍ସବ ଅନୁଷ୍ଠାନ Videos ଆସିଲେ ମାଆ....ହସିଲା କାଶତଣ୍ଡି କାକର ଭିଜା ସରୁ ଓଢଣୀ ଟାଣି ହସୁଛି କାଶତଣ୍ତୀ ଫୁଲ । ସକାଳର ସୁରୁଜର ପହିଲି ଛୁଆଁରେ ଯେମିତି ଫୁଲେଇ ହେଉଛି । ହାଲକା ପବନରେ ନବ ବିବାହିତା ବୋହୂଟିଏ ପରି କେତେବେଳେ ନଇଁପଡ଼ୁଛି ତ ପୁଣି କେତେବେଳେ ମୁଣ୍ଡଟେକି ମୁରୁକି ହସି ଦେଉଛି । 10 Oct 2024 13:31 ISTPallipuspa Samal Follow UsKasatandi Flowers BloomAdvertisment Read More Special Story