Advertisment

ଦୁଇ ବର୍ଷ ପରେ ବିନା କୋଭିଡ୍ କଟକଣାରେ ପୂଜା ପାଇବେ ବିଘ୍ନ ବିନାଶକ

ବଡ଼ଗଡ଼ ବ୍ରାଇଟ୍ ଷ୍ଟାର୍ କ୍ଲବ ଚଳିତ ବର୍ଷ ସର୍ବାଧିକ ୫୧ ଫୁଟର ଗଣେଶ ମୂର୍ତ୍ତି ତିଆରି କରିଥିବା ବେଳେ ନୟାପଲ୍ଲୀ ନୂଆସାହିରେ ଆଖଣ୍ଡଳମଣି କ୍ଲବ୍ ପକ୍ଷରୁ ତିଆରି ହୋଇଛି ୫୦ ଫୁଟ୍‌ର ମୂର୍ତ୍ତି ।

Advertisment

ଦୁଇ ବର୍ଷ ପରେ ବିନା କୋଭିଡ୍ କଟକଣାରେ ପୂଜା ପାଇବେ ବିଘ୍ନ ବିନାଶକ । ଏଣୁ ଜାକଜମକରେ ଅଗ୍ରପୂଜ୍ୟଙ୍କ ଆରାଧନା ଲାଗି ଚଳଚଞ୍ଚଳ ପୂଜା ମଣ୍ଡପ ।  ଏଥର ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପରେ ତିଆରି ହୋଇଛି ବିଶାଳ ଗଣେଶ ପ୍ରତିମା । ବଡ଼ଗଡ଼ ବ୍ରାଇଟ୍ ଷ୍ଟାର୍ କ୍ଲବ ଚଳିତ ବର୍ଷ ସର୍ବାଧିକ ୫୧ ଫୁଟର ଗଣେଶ ମୂର୍ତ୍ତି ତିଆରି କରିଥିବା ବେଳେ ନୟାପଲ୍ଲୀ ନୂଆସାହିରେ ଆଖଣ୍ଡଳମଣି କ୍ଲବ୍ ପକ୍ଷରୁ ତିଆରି ହୋଇଛି ୫୦ ଫୁଟ୍‌ର ମୂର୍ତ୍ତି ।

Advertisment
Ganesh Chaturthi Ganesh Puja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ