""
ଉତ୍ସବ ଅନୁଷ୍ଠାନ Videos ଆଜି ସେହି ଦିବ୍ୟ ମୁହୂର୍ତ୍ତ; ଅପେକ୍ଷା କରିଛି ଭକ୍ତ ରାମଲାଲାଙ୍କ ମସ୍ତକରେ ଦୃଶ୍ୟମାନ ହେବ ସୂର୍ଯ୍ୟ ତିଳକ । ଆଜିର ସେହି ଦିନ ୧୨ଟାର ଦିବ୍ୟ ମୁହୂର୍ତ୍ତକୁ ଭକ୍ତ କରିଛି ଅପେକ୍ଷା । ସାରା ଦେଶରେ ରାମନବମୀ ପର୍ବ ବେଶ ଧୁମଧାମରେ ପାଳନ କରାଯାଉଥିବାବେଳେ ରାମ ନଗରୀ ଅଯୋଧ୍ୟା ପାଇଁ ଚଳିତ ବର୍ଷ ରାମନବମୀ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ହେବାକୁ ଯାଉଛି । 17 Apr 2024 09:43 ISTPallipuspa Samal Follow UsRam NavamiAdvertisment Read More Ram Navami