Holi celebration
Advertisment
ରଙ୍ଗ ସଂପର୍କର, ଭାଇଚାରାର, ଆନନ୍ଦର ଓ ଉତ୍ସାହର। ଦେହରେ ରଙ୍ଗ, ମନରେ ରଙ୍ଗ। ରାସ୍ତାଘାଟ ଚାରିଆଡ଼ ଜୁଆଡ଼େ ଚାହିଁବ ବହଳ ବହଳ ରଙ୍ଗର ଆସ୍ତରଣ । ପରସ୍ପରକୁ ଟିକେ ଅବିର ବୋଳି ଦେଇ କିମ୍ବା ପିଚକାରୀରୁ ରଙ୍ଗ ଟିକେ ଛାଟି ଦେଇ ସମସ୍ତେ ସମ୍ପର୍କରେ ବୋଳି ଦେଉଥିଲେ ପୁଳା ପୁଳା ପ୍ରେମର ରଙ୍ଗ। ରାଜଧାନୀ ଭୁବେନଶ୍ବରରେ କେଉଁଠି ଡିଜେର ତାଳେ ତାଳେ ରେନ୍ ଡ୍ୟାନ୍ସ ତ ପୁଣି କେଉଁଠି କାଦୁଅରେ ଲଟପଟ ହୋଇ ହୋଲି ପାଳନ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us