Advertisment

ମା’ ଲୋ ତୋ କଥା ଭାରି ମନେ ପଡ଼ୁଛି

ଯିଏ ନିଜେ ଭୋକିଲା ରୁହେ, ଆମକୁ ପେଟପୂରା ଖାଇବାକୁ ଦିଏ । ଯିଏ ଆମ ପାଇଁ ସବୁ ଦୁଃଖ କଷ୍ଟକୁ ମଥା ପାତି ସହିନିଏ । ସ୍କୁଲରୁ ଫେରିବା ବାଟରେ ଯଦି ଟିକେ ଡେରିହୁଏ ଯାହା ଛାତି ଡରରେ କମ୍ପି ଉଠେ । ନାରୀର ସିନା ଅନେକ ରୂପ ହେଲେ ଅବିରତ ଶୀତଳ ଛୁଆଁ ଝରାଉଥିବା ନାଁଟା ହେଉଛି ମା’ ।

Advertisment

ମା’... ମା’... ସେ ଆମ ମା’ । ଖାଇସାରିବା ପରେ ଯାହା ପଣତରେ ଆମେ ହାତ ପୋଛି ଦିଅନ୍ତି । କ’ଣ ଆପଣ ପୋଛି ନାହାନ୍ତି ? କିଛି କାମ କରୁକରୁ ହାତ କଟିଗଲେ ପାଟିରୁ ଶବ୍ଦଟିଏ ବାହାରିଆସୁଥିବା ସେ ନାଁ ହେଉଛି ମା’ । କ’ଣ ମା’କୁ ଆପଣ ମନେ ପକାଇଛନ୍ତି ନା ? ନିଶ୍ଚୟ ମେନ ପଡ଼ିଯାଇଥିବେ ଆପଣଙ୍କ ମା’ ।

Advertisment
Mothers' Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ