Advertisment

ଆସୁଛନ୍ତି କଳାକହ୍ନେଇ...ସେଇଥିପାଇଁ ଉତ୍ସବ

କୃଷ୍ଣ ବଳରାମଙ୍କୁ ଦର୍ଶନ କରିବା ସହ ଉପବାସ କରିଛନ୍ତି ଭକ୍ତ। ମଧ୍ୟ ରାତ୍ରିରେ କୃଷ୍ଣ ଜନ୍ମନୀତି ସଂପନ୍ନ ହେବା ପରେ ଉପବାସ ଭାଙ୍ଗିବେ ଶ୍ରଦ୍ଧାଳୁ।

Advertisment

ଆସୁଛନ୍ତି କଳାକହ୍ନେଇ...ସେଇଥିପାଇଁ ଉତ୍ସବ, ସେଇଥି ପାଇଁ ଉତ୍ସାହ। ଗାଁରୁ ସହର, ବିଦ୍ୟାଳୟରୁ ମନ୍ଦିର.. ସବୁଠି ଖେଳିଯାଇଛି କୃଷ୍ଣ କୃଷ୍ଣ ଭାବ । ସବୁଠି ଭଜନ କୀର୍ତ୍ତନ ସାଙ୍ଗକୁ କୃଷ୍ଣ ରସରେ ଭିଜୁଛନ୍ତି ଶ୍ରଦ୍ଧାଳୁ। ରାଜଧାନୀ ଭୁବନେଶ୍ୱର ଇସ୍କନ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ଅବସରରେ ଆଜି ଦିନ ତମାମ ଏଠି ଦେଖିବାକୁ ମିଳଥିଲା ଭକ୍ତି ଓ ଆରାଧନାର ପରିବେଶ। କୃଷ୍ଣ ବଳରାମଙ୍କୁ ଦର୍ଶନ କରିବା ସହ ଉପବାସ କରିଛନ୍ତି ଭକ୍ତ। ମଧ୍ୟ ରାତ୍ରିରେ କୃଷ୍ଣ ଜନ୍ମନୀତି ସଂପନ୍ନ ହେବା ପରେ ଉପବାସ ଭାଙ୍ଗିବେ ଶ୍ରଦ୍ଧାଳୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ