ତାଙ୍କ କଥାରେ ଦମ୍ଭ ଅଛି, ତାଙ୍କ କଥାରେ ଆତ୍ମବିଶ୍ୱାସ ଅଛି । ଶାରୀରିକ ଭାବେ ଅସମ୍ପୂର୍ଣ୍ଣ ଥିଲେ ବି ସବୁ ଅସମ୍ଭବକୁ ସମ୍ଭବ କରିବାର ଇଚ୍ଛା ଯେହେତୁ ଭରପୂର ଅଛି, ତେଣୁ ସେ ଏବେ ସ୍ୱୟଂସମ୍ପୂର୍ଣ୍ଣା । ଏଭଳି ଦୃଢ଼ ଇଚ୍ଛାଶକ୍ତି ପାଇଁ ତ ମହିଳାଙ୍କ ଦାନାପାଣିର ଠିକଣା ସାଜିଛନ୍ତି ଯାଜପୁର କୁମାରୀ ଗାଁର ଦିବ୍ୟାଙ୍ଗ ବାସନ୍ତୀ ରଣା।