Diwali
Advertisment
ରାଜଧାନୀର ୧ ନମ୍ବର ହାଟ ପାଖ ବାଣ ମାର୍କେଟ୍ରେ ଦେଖିବାକୁ ମିଳିଛି ପ୍ରବଳ ଭିଡ଼ । ଦୁଇବର୍ଷର କୋଭିଡ୍ କଟକଣା ହଟିବା ପରେ ଲୋକଙ୍କ ମନରେ ପ୍ରବଳ ଉତ୍ସାହ । ଆସନ୍ତାକାଲି ଦୀପ ଜାଳି ବାଣ ଫୁଟାଇ ଆନନ୍ଦ ନେବାକୁ ସଭିଏଁ ଉତ୍କଣ୍ଠାରେ । ବଜାରରେ ବି ଏଥର ଭଳିକି ଭଳି ବାଣର ପସରା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us