By: Pallipuspa Samal
Last updated: 12 May 2024, 10:56 AM IST
ଶନିଙ୍କ ପୀଠରେ ଲାଗିଛି ଭିଡ଼ । ହାତରେ ପାଣିଢ଼ାଳ ଧରି ଅପେକ୍ଷା କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଜଣକ ପରେ ଜଣେ ଶ୍ରଦ୍ଧାଳୁ ଗ୍ରହରାଜଙ୍କୁ ଦର୍ଶନ କରି ଜଳଲାଗି କରୁଛନ୍ତି ।