""
ଉତ୍ସବ ଅନୁଷ୍ଠାନ Videos ଢୋଲ ବାଜୁଛି ଯେମିତି ଛାତି ଥରୁ ଛି ବି ସେମିତି ଏ ମୁଣ୍ଡରୁ ସେ ମୁଣ୍ଡ ବନ୍ଧା ହୋଇଛି ରସି। ଆଉ ସେଇ ଗୋଟିଏ ରସିରେ ଭାରସାମ୍ୟ ରକ୍ଷା କରି ନିଆଁ ହୁଳାରେ ଝୁଣା ମାଡ ଚାଲିଛି। ଗୋଟେପଟେ ବିଶାଳକାୟ ଲିମ୍ବ ଗଛରେ ଦଉଡି ବନ୍ଧା ହୋଇଛି। ଏମିତି ଟିପଟାଣରେ ବନ୍ଧା ହୋଇଛି ଯେ, ରବର ଭଳି ଦଉଡି ଡେଉଁଛି। ଆଉ ଏ ମାନସିକ ଧାରୀ ଦଣ୍ଡୁଆ ଜଣକ ହନୁମାନଭଲି ଡିଆଁଡେଇଁ କରି ଦଣ୍ଡପ୍ରଦର୍ଶନ କରୁଛନ୍ତି। 16 Apr 2024 12:16 ISTPallipuspa Samal Follow UsDandanrutyaAdvertisment Read More Nayagarh Danda Jatra