Advertisment

ଆସ ଖାଇବା ମନଲୋଭା ହାତୀ-ଘୋଡ଼ା ମିଠା

ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ବାଣ ଫୁଟାଇ ମିଠା ଖାଇ ଦୀପାବଳି ପାଳିଥାଆନ୍ତି ସମସ୍ତେ। ବଜାରରେ ଏବେ ବିଭିନ୍ନ ଭେରାଇଟର ମିଠା ମିଳୁଥିବା ବେଳେ ପାରଂପରିକ ଖେଳନା ମିଠାକୁ ବି କେହି ଭୁଲି ନାହାନ୍ତି। ଦୀପାବଳି ଆସିଲେ ଏହା ଖୋଜା ପଡ଼ୁଥିବାରୁ କଟକର କିଛି ଦୋକାନରେ ଏବେଠୁ ପ୍ରସ୍ତୁତ ହେଲାଣି ଖେଳଣା ମିଠା।

Odisha Toy Sweets Cuttack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ