""
ଉତ୍ସବ ଅନୁଷ୍ଠାନ Videos ରଥ ଟାଣିଲେ ବାହୁବଳି ସେବାୟତ, କହିଲେ ଆମ ପାଇଁ ଅପୂର୍ବ ସୁଯୋଗ ଏମାନେ ସେବାୟତ । ସେହି ବଳିଆର ଭୁଜଙ୍କ ସେବା ପାଇଁ ଏମାନଙ୍କର ଏହି ଭୁଜ । ସବୁଥର ରଥ ଉପରେ ବସନ୍ତି, ଏଥର କିନ୍ତୁ ଦଉଡ଼ି ଧରି ରଥ ଟାଣୁଛନ୍ତି। କହିଛନ୍ତି, ଏହା ଆମ ପାଇଁ ଅପୂର୍ବ ସୁଯୋଗ। ତେଣୁ ଛୋଟ ପିଲାଙ୍କୁ ବି ଡାକିଆଣିଛୁ। ଦେଖନ୍ତୁ କେମିତି ରଥ ଟାଣୁଛନ୍ତି ବାହୁବଳି ସେବାୟତ। 12 Jul 2021 15:52 ISTSatyendu Shekher Mishra Follow UsRatha jatraAdvertisment Read More Odisha Srimandir Ratha Jatra Puri Ratha Jatra 2021