Majestic Kantara-themed Durga puja pandal in Kolkata catch eyeballs
Advertisment
ପରଦାର ଫିଲ୍ମ ପେଣ୍ଡାଲରେ । ପାନ୍ ଇଣ୍ଡିଆ ଫିଲ୍ମ କାନ୍ତାରା କୋଲକାତାରେ । ପୂରା କପି ପେଷ୍ଟ। ଏକଦମ୍ ଜୀବନ୍ତ। ମା ଦୁର୍ଗାଙ୍କଠୁ ନେଇ ମହିଷାସୁର, ପାର୍ଶ୍ୱ ଦେବାଦେବୀ। ସବୁଥିରେ କାନ୍ତାରା। ମେକଅପ୍,କଷ୍ଟ୍ୟୁମ୍, ଡିଜାଇନ୍। ଆମ୍ବିଆନ୍ସ ସବୁ କାନ୍ତାରା। ଥିମ୍ ବି କାନ୍ତାରା। ଅର୍ଥାତ୍ ପରିବେଶ ବଞ୍ଚିଲେ ଆମେ ବଞ୍ଚିବା ଭଳି ବିଷୟବସ୍ତୁ ଉପରେ ଯେମିତି ଦକ୍ଷିଣ ଭାରତୀୟ ଫିଲ୍ମ କାନ୍ତାରା ପର୍ଯ୍ୟବେଶିତ। କାନ୍ତାରା ବା ବିଷ୍ଣୁଙ୍କ ଏ ବରାହ ରୂପ ଜରିଆରେ ଏଠି ବି ଠିକ୍
ସେହି ବାର୍ତ୍ତା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us