Advertisment

ଟ୍ରେନ୍ ବଗି ନା ହୋଟେଲ୍‌ ?

ରାଉରକେଲାରେ ହୋଇଛି ଏକ ସୁନ୍ଦର ହୋଟେଲ। ଯାହାକି ଟ୍ରେନ୍‌ର ଏସି ବଗି ଭଳି ଦେଖାଯାଉଛି। ଏହାସହ ରହିବା ଓ ଖାଇବା ସୁବିଧା ମଧ୍ୟ ମିଳୁଛି। ହୋଟେଲ୍‌ଟିକୁ ଏମିତି ଭାବରେ ଡିଜାଇନ୍‌ କରାଯାଇଛି, ଯେକେହିବି ଏହାକୁ ଦେଖିଲେ ହଠାତ୍‌ ସେମାନଙ୍କୁ କୌଣସି ଏକ ଟ୍ରେନ୍‌ର AC କୋଚ୍‌ର ଭ୍ରମ ସୃଷ୍ଟି କରିବ।

author-image
Sarbeswar

ଟ୍ରେନ୍‌ରେ ଦୂରସ୍ଥାନକୁ ଯାତ୍ରା କଲାବେଳେ ସମସ୍ତଙ୍କର ଇଚ୍ଛା ଥାଏ, ଫାଷ୍ଟ୍‌ କ୍ଲାସ୍‌ ACରେ ଯାତ୍ରା କରିବା ପାଇଁ। ଖାଲି ଏତିକି ନୁହେଁ ଟ୍ରେନ୍‌ଟି ସଫାସୁତୁରା ହୋଇଥିବ ଓ ଭଲ ଖାଇବା ମିଳୁଥିବ ଇତ୍ୟାଦି। ଏଭଳି ଅନେକ କିଛି କଥା ମନକୁ ଆସିଥାଏ। କିନ୍ତୁ ଏସବୁ ସୁବିଧା କୌଣସି luxuryଠୁ ବି କମ୍‌ ନୁହେଁ ଓ ଏଥିପାଇଁ ଅଧିକ ଟଙ୍କା ମଧ୍ୟ ଦେବାକୁ ପଡ଼ିଥାଏ। ହେଲେ ଏବେ ଆପଣ ମାତ୍ର ୨୫୦ ଟଙ୍କାରେ ଏଭଳି କିଛି ସୁବିଧା ପାଇପାରିବେ। କିଛି ନିଆରା ଚିନ୍ତାଧାରା ନେଇ ରାଉରକେଲାରେ ହୋଇଛି ଏକ ସୁନ୍ଦର ହୋଟେଲ। ଯାହାକି ଟ୍ରେନ୍‌ର ଏସି ବଗି ଭଳି ଦେଖାଯାଉଛି। ଏହାସହ ରହିବା ଓ ଖାଇବା ସୁବିଧା ମଧ୍ୟ ମିଳୁଛି। 

Advertisment
Odisha Rourkela
Advertisment
Advertisment