ପିଲାମାନଙ୍କୁ ମାତ୍ରାଧିକ ସକ୍ରିୟ କରାଇ ସେମାନଙ୍କୁ ଶିକ୍ଷା ଏବଂ କ୍ରୀଡ଼ା କ୍ଷେତ୍ରରେ ଅଧିକ ପାରଙ୍ଗମ କରିବାରେ ସହାୟକ ହେଉଛି ଚିକେନ୍ ବ୍ଲଡ୍ ଇଞ୍ଜେକସନ୍’। ଏହାସହ ବନ୍ଧ୍ୟାତ୍ୱ କର୍କଟ ରୋଗ ଏବଂ ଚନ୍ଦାପଣ ସମେତ ନାନାବିଧ ସ୍ୱାସ୍ଥ୍ୟ ସମସ୍ୟାର ‘ମହୌଷଧି’ ଭାବେ ଏହାକୁ ବ୍ୟବହାର କରାଯାଉଛି। ଏବେ ପିଲାମାନଙ୍କୁ ‘ଚିକେନ୍ ବ୍ଲଡ୍ ଇଞ୍ଜେକ୍ସନ୍’ ଦେଇ ସାରା ବିଶ୍ୱରେ ଚହଳ ପକାଇଛି ଚାଇନା।
Published: Prangyan Parimita
Last updated: 20 September 2021, 12:41 PM IST
ରାଜଧାନୀରେ ଡ୍ରେନ୍ ପାଣିରେ ଭାସିଗଲେ ଛାତ୍ର। ଭୁବନେଶ୍ୱର ଶିରିପୁର ଶତାଦ୍ଦୀନଗର ବ୍ୟାଙ୍କ କଲୋନୀରେ ଜଣେ ୧୫ ବର୍ଷୀୟ ଛାତ୍ର ଡ୍ରେନ ପାଣିରେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି। ପ୍ରବଳ ବର୍ଷାରେ ଖୋଲା ଡ୍ରେନ୍ ପାଣିରେ ଛାତ୍ର ଜଣକ ଭାସି ଯାଇଛନ୍ତି।