Advertisment

ପିଲାମାନଙ୍କୁ ଅଧିକ ଦକ୍ଷ କରିବାକୁ ‘ଚିକେନ୍‌ ବ୍ଲଡ୍‌ ଇଞ୍ଜେକ୍‌ସନ୍‌’ ଦେଉଛି ଚୀନ୍

ପିଲାମାନଙ୍କୁ ମାତ୍ରାଧିକ ସକ୍ରିୟ କରାଇ ସେମାନଙ୍କୁ ଶିକ୍ଷା ଏବଂ କ୍ରୀଡ଼ା କ୍ଷେତ୍ରରେ ଅଧିକ ପାରଙ୍ଗମ କରିବାରେ ସହାୟକ ହେଉଛି ଚିକେନ୍‌ ବ୍ଲଡ୍‌ ଇଞ୍ଜେକସନ୍‌’।

author-image
Prangyan Parimita

ପିଲାମାନଙ୍କୁ ମାତ୍ରାଧିକ ସକ୍ରିୟ କରାଇ ସେମାନଙ୍କୁ ଶିକ୍ଷା ଏବଂ କ୍ରୀଡ଼ା କ୍ଷେତ୍ରରେ ଅଧିକ ପାରଙ୍ଗମ କରିବାରେ ସହାୟକ ହେଉଛି ଚିକେନ୍‌ ବ୍ଲଡ୍‌ ଇଞ୍ଜେକସନ୍‌’। ଏହାସହ ବନ୍ଧ୍ୟାତ୍ୱ କର୍କଟ ରୋଗ ଏବଂ ଚନ୍ଦାପଣ ସମେତ ନାନାବିଧ ସ୍ୱାସ୍ଥ୍ୟ ସମସ୍ୟାର ‘ମହୌଷଧି’ ଭାବେ ଏହାକୁ ବ୍ୟବହାର କରାଯାଉଛି। ଏବେ ପିଲାମାନଙ୍କୁ ‘ଚିକେନ୍‌ ବ୍ଲଡ୍‌ ଇଞ୍ଜେକ୍ସନ୍‌’ ଦେଇ ସାରା ବିଶ୍ୱରେ ଚହଳ ପକାଇଛି ଚାଇନା। 

Advertisment
China Special Story
Advertisment
Advertisment