Advertisment

ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଶେଷ ଅଡିଓ ବାର୍ତ୍ତାଳାପ

ଏସିଏଫ୍ ସୋମ୍ୟରଞ୍ଜନ ମୃତ୍ୟ ରହସ୍ୟ ଦିନକୁ ଦିନ ନୂଆ ମୋଡ଼ ନେଉଛି । ପଦାକୁ ଆସିଲା ପତି-ପତ୍ନୀଙ୍କ କଥାବାର୍ତ୍ତାର ଅଡିଓ । ପତ୍ନୀ ବିଦ୍ୟାଭାରତୀଙ୍କ ସହ ଏସିଏଫ୍ ସୋମ୍ୟରଞ୍ଜନଙ୍କ କଥାବାର୍ତ୍ତା ଏବେ ପଦାକୁ ଆସିଛି ।

author-image
Sarbeswar

ଏସିଏଫ୍ ସୋମ୍ୟରଞ୍ଜନ ମୃତ୍ୟ ରହସ୍ୟ ଦିନକୁ ଦିନ ନୂଆ ମୋଡ଼ ନେଉଛି ।  ପଦାକୁ ଆସିଲା ପତି-ପତ୍ନୀଙ୍କ କଥାବାର୍ତ୍ତାର ଅଡିଓ । ପତ୍ନୀ ବିଦ୍ୟାଭାରତୀଙ୍କ ସହ ଏସିଏଫ୍ ସୋମ୍ୟରଞ୍ଜନଙ୍କ କଥାବାର୍ତ୍ତା ଏବେ ପଦାକୁ ଆସିଛି  । ସ୍ୱାମୀଙ୍କ ସଂପର୍କକୁ ନେଇ କଥା କଟାକଟି । ଅଡିଓରେ ସ୍ୱାମୀଙ୍କୁ ମୋବାଇଲ ଦେବା ପାଇଁ କହୁଛନ୍ତି ବିଦ୍ୟାଭାରତୀ  । ମୋବାଇଲ ଦେଲେ ଝିଅଙ୍କ ସହ ସଂପର୍କ ଅଛି ବୋଲି  ପ୍ରମାଣ କରେଇ ଦେବେ ବୋଲି ଅଡିଓରେ ବିଦ୍ୟା କହୁଛନ୍ତି । କିନ୍ତୁ ସୋମ୍ୟ କହୁଛନ୍ତି ଫୋନ୍ ନମ୍ବର ଦେବି କିନ୍ତୁ ମୋବାଇଲ ଦେବିନି । 

Advertisment
Odisha Paralakhemundi
Advertisment
Advertisment