କିଛି ଲୋକଙ୍କୁ ସୁଧୁରି ଯିବ, କିଛି ଲୋକ ସୁଧୁରିବେନି। ତେବେ ଲୋକଙ୍କୁ କେମତି ସୁଧାରିବେ, ଆଉ କିଏ ସୁଧୁରିବେନି? ସବୁ କ୍ଷେତ୍ରରେ ଆଲୋଚନାର ଆବଶ୍ୟତା ରହିଛି, ପରସ୍ପରକୁ ସମୟ ଦିଅନ୍ତୁ।
Published By: Prangyan Parimita
Last updated: 29 October 2023, 09:04 AM IST
ଏଇ ପଥର, ଖାଲି ଆଖିକୁ ଏଇ ପଥର ଅତି ସାଧାରଣ ଦେଖାଯାଉଥିଲେ ମଧ୍ୟ ଏଥିରେ ରହିଛି ଅନେକ ମହାତ୍ମ୍ୟ । ସ୍ୱୟଂ ପ୍ରଭୁ ଶ୍ରୀରାମଚନ୍ଦ୍ର ଏହି ପଥର ବ୍ୟବହାର କରି ସେତୁବନ୍ଧ ବାନ୍ଧିଥିଲେ ବୋଲି ବିଶ୍ୱାସ କରାଯାଏ । ଏହି ପଥର ଆସିବାରୁ ଆମ ଗାଁରେ ଏବେ ଆଧ୍ୟାତ୍ମିକ ପରିବେଶ । ସମ୍ପୂର୍ଣ୍ଣ ଗାଁ ଏବେ ରାମ ନାମ ଜପୁଛି ।