ଦୁବାଇରେ ରହୁଥିବା ଓଡ଼ିଆଙ୍କ ନୂଆଁଖାଇ ପାଳନ। ଏକ ପାର୍କରେ ଏକାଠି ହୋଇ ପାଳିଲେ ନୂଆଁଖାଇ,ସମସ୍ତେ ଓଡ଼ିଆ ପିନ୍ଧିଲେ ସମ୍ବଲପୁରୀ ପୋଷାକ।
Published: Prangyan Parimita
Last updated: 14 September 2021, 10:37 AM IST
ବର୍ଷାର ତାଣ୍ଡବ। ବ୍ରହ୍ମପୁରରେ ଭାଙ୍ଗିଲା ଶତାଧିକ ବର୍ଷ ପୁରୁଣା ଘର।