Advertisment

ଶିଶୁକୁ ବଞ୍ଚାଇବାକୁ ଯାଇ କୂଅ ଭିତରେ ପଡ଼ିଗଲେ ୨୦ରୁ ଉର୍ଦ୍ଧ ଲୋକ

ମଧ୍ୟପ୍ରଦେଶ ବିଦିଶାରେ ଅଭାବନୀୟ ଘଟଣା । ଜଣେ ଶିଶୁକୁ ବଞ୍ଚାଇବାକୁ ଯାଇ କୂଅ ଭିତରେ ପଡିଗଲେ ୨୦ରୁ ଉର୍ଦ୍ଧ ଲୋକ ।

author-image
Sarbeswar

ମଧ୍ୟପ୍ରଦେଶ ବିଦିଶାରେ ଅଭାବନୀୟ ଘଟଣା । ଜଣେ ଶିଶୁକୁ ବଞ୍ଚାଇବାକୁ ଯାଇ କୂଅ ଭିତରେ ପଡିଗଲେ  ୨୦ରୁ ଉର୍ଦ୍ଧ ଲୋକ । ଗତକାଲି ସଂଧ୍ୟାବେଳେ ବିଦିଶାର ଗଞ୍ଜ୍ ବସୁଧା ଗାଁ ରେ ଘଟିଯାଇଛି ଏହି ଘଟଣା । ଏଯାଏଁ ୪ ଜଣଙ୍କର ମୃତଦେହ ମିଳିଥିବା ବେଳେ ୮ରୁ ୧୦ ଜଣ ଗୁରୁତର ଆହାତ ହୋଇଛନ୍ତି  । ଏବେ ବି କୂଅ ଭିତରେ ବହୁ ଲୋକ ଥିବା ସନ୍ଦେହ କରାଯାଉଛି । 

Advertisment
India Accident Madhya Pradesh
Advertisment
Advertisment