ବିଧାନସଭାରେ ଅସୁସ୍ଥ ହୋଇପଡ଼ିଲେ ତାରାପ୍ରସାଦ ବାହିନୀପତି। ବିଧାନସଭାରେ ଆଜି କଂଗ୍ରେସ ଦଳର ପ୍ରମୁଖ ନେତା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ରାଜନୈତିକ ପ୍ରସଙ୍ଗରେ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେଠାରୁ ତାଙ୍କୁ ତୁରନ୍ତ ମେଡିକାଲକୁ ନିଆଯାଇଥିଲା।
Published: Sarbeswar
Last updated: 04 September 2021, 10:12 PM IST
ଧଳା ଜହର କାରବାରରେ ବିଟେକ୍ ଛାତ୍ର । ସେମାନେ ଏହାର ବେପାର ମଧ୍ୟ କରୁଥିବା ଜଣା ପଡ଼ିଛି। ୧ କେଜି ୩୪ ଗ୍ରାମର ବ୍ରାଉନ୍ ସୁଗାର ଜବତ କରିଛି ପୋଲିସ। ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଜାଇଛି।