PV sindhu
ସ୍ୱଦେଶକୁ ଫେରିଲେ ପିଭି ସିନ୍ଧୁ । ଭାରତକୁ ଫେରିବା ପରେ ପିଭି ସିନ୍ଧୁଙ୍କୁ ଜୋରଦାର ସ୍ୱାଗତ କରାଯାଇଛି । ପ୍ରତିଟି ସମୟରେ ସରାଭାରତ ତାଙ୍କ ସାଙ୍ଗରେ ରହିବା ପାଇଁ ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ପିଭି ସିନ୍ଧୁ । ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ପାଇଥିବା ସିନ୍ଧୁ ଟୋକିଓରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଲଗାତର ଦ୍ୱିତୀୟ ଥର ପାଇଁ ଭାରତକୁ ପଦକ ଦେଇଛନ୍ତି ବ୍ୟାଡ଼ମିଟନ୍ ଷ୍ଟାର୍ ପି.ଭି. ସିନ୍ଧୁ । ସିନ୍ଧୁଙ୍କ ଏହି ଐତିହାସିକ ସଫଳତା ପାଇଁ ସାରା ଦେଶ ତାଙ୍କ ପ୍ରଶଂସାରେ ଶତମୁଖ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)