tree plantation
ଝାରସୁଗୁଡ଼ା ଜିଲ୍ଲା ବାଗଡିହି ଫରେଷ୍ଟ ରେଂଜ ଅଧୀନ ତାଲମୁଣ୍ଡା ଗାଁରେ ଭିଏସ୍ଏସ୍ ଆନୁକୂଲ୍ୟରେ ହୋଇଥିବା ବୃକ୍ଷରୋପଣରେ ଟଙ୍କା ହେରଫେର ଅଭିଯୋଗ । ୨୦୨୦-୨୧ ବର୍ଷ ୫ହେକ୍ଟର ଜଙ୍ଗଲ ଜମିରେ ୧୨ ହଜାର ୫ ଶହ ଚାରା ରୋପଣ ପାଇଁ ଅନୁଦାନ ଆସିଥିଲା । ହେଲେ କାମ କରିନଥିବା କିଛି ଶ୍ରମିକଙ୍କ ଆକାଉଣ୍ଟରେ ଟଙ୍କା ଜମା କରି ଉଠାଣ କରାଯାଇଛି । ଆରଟିଆଇରୁ ତଥ୍ୟ ମଗାଯିବା ପରେ ସାମ୍ନାକୁ ଆସିଛି ସତ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)