Advertisment

ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ଫାଟ,ବିବାହର ୮ ମାସ ପରେ କଥା ଥାନାରେ

ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ଦେଖାଦେଇଛି ଫାଟ। ଉଭୟ ପତିପତ୍ନୀ ପରସ୍ପର ବିରୋଧରେ ଆଣିଛନ୍ତି ନିର୍ଯାତନା ଅଭିଯୋଗ। ସ୍ତ୍ରୀ ନିଜ ବୟଫ୍ରେଣ୍ଡ ସହ ମିଶି ନିର୍ଯାତନା ଦେଉଥିବା ନେଇ କଟକ ସିଡିଏ ଅଞ୍ଚଳର ମୋହିତ ଶର୍ମା ଥାନାରେ ଅଭିଯୋଗ କରିଥିବା ବେଳେ ୧୫ ଲକ୍ଷ ଟଙ୍କା ପାଇଁ ସ୍ୱାମୀ ଟର୍ଚର କରୁଥିବା କହିଛନ୍ତି ପତ୍ନୀ। ଉଭୟଙ୍କୁ ଆଜି କଟକ ମହିଳା ଥାନାରେ କାଉନସେଲିଂ କରାଯାଇଛି।

author-image
Sarbeswar

 ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ଦେଖାଦେଇଛି ଫାଟ। ଉଭୟ ପତିପତ୍ନୀ ପରସ୍ପର ବିରୋଧରେ ଆଣିଛନ୍ତି ନିର୍ଯାତନା ଅଭିଯୋଗ। ସ୍ତ୍ରୀ ନିଜ ବୟଫ୍ରେଣ୍ଡ ସହ ମିଶି ନିର୍ଯାତନା ଦେଉଥିବା ନେଇ କଟକ ସିଡିଏ ଅଞ୍ଚଳର ମୋହିତ ଶର୍ମା ଥାନାରେ ଅଭିଯୋଗ କରିଥିବା ବେଳେ ୧୫ ଲକ୍ଷ ଟଙ୍କା ପାଇଁ ସ୍ୱାମୀ ଟର୍ଚର କରୁଥିବା କହିଛନ୍ତି ପତ୍ନୀ। ଉଭୟଙ୍କୁ ଆଜି କଟକ ମହିଳା ଥାନାରେ କାଉନସେଲିଂ କରାଯାଇଛି। ମୋହିତଙ୍କ ଅଭିଯୋଗ ଅନୁଯାୟୀ, “ଫେସବୁକରେ ଚାଟିଂରୁ  ଚିହ୍ନା ପରିଚୟ ହେଲା। ସୋନାଲିଙ୍କର ପୂର୍ବରୁ ବୟଫ୍ରେଣ୍ଡ ଥିବା ଓ ତାଙ୍କ ଶରୀରର ପ୍ରାଇଭେଟ ପାର୍ଟରେ ତାଙ୍କ ନାଁରେ ଟାଟୁ ଥିବା ମୁଁ ଜାଣି ନ ଥିଲି। ଏପରିକି ପୂର୍ବ ସମ୍ପର୍କକୁ ନେଇ ତାଙ୍କ ଗୋଡ଼କୁ ଫାୟାରିଂ ହୋଇଥିବା ଘଟଣା ମୁଁ କିଛି ଜାଣି ନ ଥିଲି। କିଛି ଦିନ ଚାଟିଂ ପରେ ସେ ଧମକ ଦେଇ ମୋତେ ବିବାହ କଲେ। ନଭେମ୍ବର ୨୫ରେ ଆମ ବିବାହ ହେଲା।

Advertisment
Odisha Cuttack
Advertisment
Advertisment