railway station
ପଞ୍ଚତାରକା ହୋଟେଲ ଢାଞ୍ଚାରେ ନିର୍ମାଣ ହୋଇଛି ଗାନ୍ଧୀନଗରର ରେଳ ଷ୍ଟେସନ । ଏହି ରେଳ ଷ୍ଟେସନରେ ବିମାନ ବନ୍ଦର ଭଳି ଯାତ୍ରୀଙ୍କୁ ମିଳିବ ସହାୟତା । ୭ ଶହ ୯୦ କୋଟି ବ୍ୟୟ ଅଟକଳରେ ଗାନ୍ଧୀନଗର ରେଳ ଷ୍ଟେସନର ନବୀନିକରଣ କରାଯାଇଛି । ଏହି ଷ୍ଟେସନର ଠିକ୍ ଉପରେ ରହିଛି ଅତ୍ୟାଧୁନିକ ପଞ୍ଚତାରକା ହୋଟେଲ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)