Celebrates India's Victory
ଭାରତର ଐତିହାସିକ ବିଜୟ । ଟୋକିଓ ଅଲିମ୍ବିକ୍ସରେ ଭାରତ ପାଇଁ ଆଉ ଏକ ପଦକ ଆଣି ଦେଇଛି ଭାରତର ପୁରୁଷ ହକି ଟିମ୍। ଏଥି ସହିତ ପୁଣି ଏକ ବ୍ରୋଞ୍ଜ ପଡିଛି ଭାରତ ଖାତାରେ । ଏହାକୁ ମିଶାଇ ଭାରତ ପଦକ ସଂଖ୍ୟା ୪ରେ ପହଞ୍ଚିଛି। ଏନେଇ ସବୁଠି ଖୁସିର ମାହୋଲ ରହିଛି । ସୁନ୍ଦରଗଡ଼ ପାନପୋସର ଷ୍ଟାଡିୟମରେ ଅଲମ୍ପିଆନ୍ ଲାଜରୁସ ବାଲା ଖୁସିରେ ମିଠା ବଣ୍ଟିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)