man beaten up
ହୋଟେଲ ମାଲିକଙ୍କ ଦାଦାଗିରି। ୫ ଟଙ୍କା ପାଇଁ ନିର୍ଧୂମ ମାଡ଼ ମାରିଲେ ହୋଟେଲ ମାଲିକ। ଗ୍ରାହକଙ୍କୁ ନିର୍ଧୂମ ପିଟିଲେ ହୋଟେଲ ମାଲିକ ଓ ତାଙ୍କ ପୁଅ। ଗ୍ରାହକଙ୍କୁ ପିଟୁଥିବାର ଭିଡିଓ ଭାଇରାଲ। ଏଭଳି କାଣ୍ତ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ତ ଘସିପୁରା ବଜାରରେ ଦେଖିବାକୁ ମିଳିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)