Advertisment

ଡେଲିଭରି ବଏଙ୍କୁ ଅପହରଣ ଅଭିଯୋଗ

ଭୁବନେଶ୍ୱରରେ ଡେଲିଭରି ବଏଙ୍କୁ ଅପହରଣ ଅଭିଯୋଗ। ଲିଙ୍ଗିପୁର ନଦୀବନ୍ଧ ରାସ୍ତାରେ ଡେଲିଭରି ବଏଙ୍କ ଚପଲ, ମନିପର୍ସ ପଡ଼ିଛି। ଅପହରଣ ହୋଇଥିବା ନେଇ ନିଜେ ପରିବାର ଲୋକଙ୍କୁ ଭଏସ ମେସେଜ ଦ୍ୱାରା କହିଛନ୍ତି ଅପହୃତ ବାଳକ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି

ଭୁବନେଶ୍ୱରରେ ଡେଲିଭରି ବଏଙ୍କୁ ଅପହରଣ ଅଭିଯୋଗ। ଲିଙ୍ଗିପୁର ନଦୀବନ୍ଧ ରାସ୍ତାରେ ଡେଲିଭରି ବଏଙ୍କ ଚପଲ, ମନିପର୍ସ ପଡ଼ିଛି। ଅପହରଣ ହୋଇଥିବା ନେଇ ନିଜେ ପରିବାର ଲୋକଙ୍କୁ ଭଏସ ମେସେଜ ଦ୍ୱାରା କହିଛନ୍ତି ଅପହୃତ ବାଳକ। ଅପହୃତ ଡେଲିଭରି ବଏର ନାମ ପତିତପାବନ ପୃଷ୍ଟି। ସେ ନୂଆଗାଁ ବିଜୟବିହାରରେ ଭଡା ରହୁଥିବାର ସୂଚନା ମିଳିଛି।

Advertisment
Bhubaneswar Kidnapping Delivery Boy
Advertisment
Advertisment