ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା କିରସାନିପୁର ଗାଁରେ ଅଭାବନୀୟ ଘଟଣା । ଭଲ ରାସ୍ତା ନଥିବାରୁ ପହଞ୍ଚି ପାରିନଥିଲା ଆମ୍ବୁଲାନ୍ସ । ଚାଷ କାମ ବେଳେ ଉଭୟ ମା ଓ ଝିଅଙ୍କୁ ଭାଲୁ ଆକ୍ରମଣ କରିଥିଲା । ଏଥିରେ ଗରୁତର ହୋଇଥିବା ୨ ଜଣଙ୍କୁ ହସପିଟାଲ ନେବା ପାଇଁ ପହଞ୍ଚିଥିଲା ଆମ୍ବୁଲାନ୍ସ ହେଲେ ଅଧାବାଟରେ ରହିଥିଲା ଆମ୍ବୁଲାନ୍ସ । ଗାଁକୁ ଭଲ ରାସ୍ତା ନଥିବାରୁ ପହଞ୍ଚିପାରିନଥିଲା ଆମ୍ବୁଲାନ୍ସ । ତେବେ ଗାଁ ଲୋକମାନେ ମହିଳା ଓ ଶିଶୁଙ୍କୁ ଭାରରେ ବୁହାଇ କିଛି ବାଟ ନେଇଯାଇଥିଲେ
Published: Sarbeswar
Last updated: 16 July 2021, 04:48 PM IST
ଜାନୁୟାରୀରୁ ବର୍ତ୍ତମାନ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାରେ ୧୧୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଡେଙ୍ଗୁ ରୋକିବାକୁ ବିଭିନ୍ନ ପାର୍କରେ ଜମିଥିବା ପାଣି ସଫା କରାଯାଇଛି ।